• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପୁରୀ ବିଶ୍ଵ ପ୍ରସିଦ୍ଧ

ଏହା ଓଡିଶାର ପୂର୍ବ ସାମୁଦ୍ରିକ ତଟବର୍ତୀ ନିକଟରେ ଅବସ୍ଥାପିତ ଏହା ଏକ ପ୍ରାଚୀନ ସହର ଏବଂ ଭାରତ ବର୍ଷର  ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଗୋଟିଏ । ମନ୍ଦିରର ଗଢଣ ଚୌହଦି ଚାରିଦିଗରେ ଅନେକ କ୍ଷୁଦ୍ରାକୃତ ଦେବପୁଜାସ୍ଥଳୀ ପରିବେଷ୍ଟିତ ହୋଇଅଛି । ଏହାରି  ଚଉସୀମାରେ ଏକ ଦୀର୍ଘକାୟ ପ୍ରାଚୀର ସାଙ୍ଗକୁ ଚାରୋଟି ଉତ୍କର୍ଷଭରା ଦିଗ ନିର୍ନାୟକ ଦ୍ଵାର ଅଛି ।  ପୂର୍ବ ଦିଗ ଆଡକୁ ମୁହେଁଇଥିବା ଏହି ସିଂହଦ୍ଵାରଟି ହିଁ  ମନ୍ଦିରର ମୁଖ୍ୟ ପ୍ରବେଶ ପଥ । ଉତ୍ତର ଦକ୍ଷିଣ ଓ ପଶ୍ଚିମରେ ଥିବା ଦ୍ଵାର ରେ ହାତୀ, ଘୋଡା ତଥା ବାଘଙ୍କ ଜଗିଲା ପ୍ରତିମୂର୍ତି ଅବସ୍ଥିତ । ମନ୍ଦିରର ପରିସରରେ ମୁଖ୍ୟ ଆରାଧ୍ୟ ଦେବଦେବୀ ଭାବରେ ମହାପ୍ରଭୁ ଶ୍ରୀ ନୃସିଂହ, ବିମଳା ମାତା , ମହା ଲକ୍ଷ୍ମୀ , ମହାପ୍ରଭୁ ସତ୍ୟନାରାୟଣ, ଶ୍ରୀ ଗଣେଶ ଇତ୍ୟାଦି ଅନେକ ଦେବା ଦେବୀ ବିରାଜିତ । ଏହା ଛଡା ଏଠାରେ ପଣ୍ଡିତଙ୍କ ମହାସଭା “ମୁକ୍ତିମଣ୍ଡପ” , “ଆନନ୍ଦ ବଜାର”,” ସ୍ନାନ ମଣ୍ଡପ “ଏବଂ “ରୋଷେଇଘର”  ଅବସ୍ଥିତ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 60 କି ମି

ସଡ଼କ ପଥରେ
ସଡକ ପଥରେ ଭୁବନେଶ୍ବର 60 କି ମି ।

ରେଳଗାଡ଼ିରେ
ପୁରୀ ରେଳ ସ୍ଟେଶନ 3 କି ମି

ପୁରୀ ଠାରେ ଅନୁଷ୍ଠିତ ହେଉଥିବା ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା , ଜଗନ୍ନାଥଙ୍କ ବାଲୁକା ଚିତ୍ର , ସୁନାବେଶ