• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସର୍ବ ଶିକ୍ଷା ଅଭିଯାନ (ଏସ.ଏସ.ଏ), ପୁରୀ:-

ଭାରତୀୟ ସମ୍ବିଧାନ ୮୬ ତମ ସଂଶୋଧନ ଅନୁସାରେ ଆଦେଶିତ ମୁତାବକ ୬ ରୁ ୧୪ ବର୍ଷ ବଯସର ପିଲାମାନଙ୍କୁ ସମ୍ବିଧାନ ର ମୌଳିକ ଅଧିକାର, ଅବାଧ ଓ ବୟସ ମୁତାବକ ଶିକ୍ଷା ପ୍ରଦାନ ପରିପ୍ରେକ୍ଷୀରେ ଭାରତ ସରକାର ସମୟସୀମା  ମଧ୍ୟରେ ପ୍ରାଥମିକ ଶିକ୍ଷା ସର୍ବ ଜନୀନ ହାସଲ କରିବା ନିମନ୍ତେ ସର୍ବ ଶିକ୍ଷା ଅଭିୟାନ (ଏସ.ଏସ.ଏ) ନାମରେ ଏକ ଫ୍ଲାଗଶିପ କାର୍ଜ୍ୟକ୍ରମ ପ୍ରଣଯନ କରିଛନ୍ତି ।

  • ୨୦୦୩ ମସିହା ସୁଧା ୬ ରୁ ୧୪ ବର୍ଷ ର ସମସ୍ତ ପିଲା ବିଦ୍ୟାଳୟକୁ ଯିବେ ।
  • ୨୦୦୭ ମସିହା ସୁଧା ସମସ୍ତ ପିଲା ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ ।
  • ୨୦୧୦ ମସିହା ସୁଧା ସର୍ବ ଜନୀନ ବିଦ୍ୟାଳୟ ରେ ରହଣି କରିବେ ।
  • ୨୦୧୦ ମସିହା ସୁଧା ସମସ୍ତ ପିଲା ବିଦ୍ୟାଳୟ ରେ ଉଚ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ ।
  • ୨୦୦୯ ମସିହା ରେ ଭାରତ ସରକାର ଶିକ୍ଷା ଅଧିକାର ଆଈନ ପ୍ରଣଯନ କରିଛନ୍ତି ଓ ଓଡିଶା ସରକାର ଏହାକୁ ୧ ଏପ୍ରିଲ ୨୦୧୦ ରେ ଓଡିଶା ରେ କାର୍ଯ୍ୟର ପ୍ରଣଯନ କରିଛନ୍ତି ।

ଶିକ୍ଷା ସମ୍ବଧୀୟ ସୂଚନା : –

  • ଶିକ୍ଷା ମଣ୍ଡଳୀ ସଂଖ୍ୟା : – ୦୧
  • ବ୍ଲକ ମଣ୍ଡଳୀ କାର୍ଯ୍ୟଲୟ  : ୧୧
  • ମୋଟ ବିଦ୍ୟାଳୟ ସଂଖ୍ୟା : ୨୫୬୬
  • ପ୍ରଥମ ରୁ ପଞ୍ଚମ ରେ ପିଲା ସଂଖ୍ୟା :  ୧୨୦୧୪୨
  • ଷଷ୍ଠ ରୁ ଅଷ୍ଟମ  ରେ ପିଲା ସଂଖ୍ୟା :  ୭୫୧୩୪
  • ନବମ ଓ ଦଶମ ରେ ପିଲା ସଂଖ୍ୟା :  ୪୯୨୨୭
  • ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟା  :  ୧୮୮

ମୁଖ୍ୟ ବିଭାଗ ଓ ସଂଯୋଜକଙ୍କର  ଯୋଗାଯୋଗ ନମ୍ବର : –

ଶ୍ରୀମତୀ ସୌନ୍ଦର୍ଜ୍ୟ ମଞ୍ଜରି ଦାସ, ଓ. ପ୍ରେ. ସେ (ବରିଷ୍ଟ)
ଜିଲ୍ଲା ପ୍ରକଳ୍ପ ସଞ୍ଜୋଜିକା, ସର୍ବ ଶିକ୍ଷା ଅଭିୟାନ (ଏସ.ଏସ.ଏ), ପୁରୀ
ଯୋଗାଯୋଗ ନମ୍ବର : ୯୪୩୭୨୮୪୧୪୯
ଅଫିସ: ୦୬୭୫୨-୨୨୯୨୭୫ / ୨୩୩୦୯୫
ଇମେଲ: dpcpurissa[dot]opepa[at]nic[dot]in

ବିଭାଗ ସଂଯୋଜକ
ବିଭାଗସଂଯୋଜକ
ଶିକ୍ଷା ଶାସ୍ତ୍ର ବିଭାଗରମେଶ ବଲ୍ଲଭ ସାହୁ
ଭିନ୍ନକ୍ଷମ ଉନତି ବିଭାଗକାର୍ତିକ ଚନ୍ଦ୍ର ପ୍ରଧାନ
ବାଳିକା ଶିକ୍ଷା ବିଭାଗକମଳା କାନ୍ତ ରଥ
ବିତ୍ତ ପରିଚଳନା ବିଭାଗବିଚିତ୍ରାନନ୍ଦ ଜେନା
ଅନୁସୂଚିତ ଜାତି ତଥା ଜନଜାତି  ଶିକ୍ଷା ବିଭାଗବରଦା ପ୍ରସନ୍ନ ରାଉତ
ଯୋଜନା ବିଭାଗମମତା ବେହେରା
ତଥ୍ୟ ସଂଗ୍ରହ ବିଭାଗନାରାୟଣ ଚନ୍ଦ୍ର ମହାନ୍ତି
ନିର୍ମାଣ ବିଭାଗଇଂ. ବିଶ୍ଵ ରଞ୍ଜନ ପ୍ରଧାନ