• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
  1. ଯୋଜନା :- ପ୍ରାକ ମାଟ୍ରିକ ବୃତ୍ତି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଂଖ୍ୟା ଲଘୁ  ସଂମ୍ପ୍ରଦାୟର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ।
  2. ଯୋଜନା :- ମାଟ୍ରିକ ପରବର୍ତ୍ତୀ ବୃତ୍ତି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଂଖ୍ୟା   ଲଘୁ  ସଂମ୍ପ୍ରଦାୟର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ।
  3. ଯୋଜନା :- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟ।ତନା ନିବାରଣ ଆଇନି- ୧୯୮୯ ଅନୁଯାୟୀ ଅତ୍ୟାଚାରିତ ମାନଙ୍କୁ ଆର୍ଥିକ ସହାୟତା  ।
  4. ଯୋଜନା :- ଅନ୍ତଃଜାତି ବିବାହ ସହାୟତା ରାଶି ।
  5. ଯୋଜନା :- ଉନ୍ନୟନ ଓ ବିକାଶ କାର୍ଯ୍ୟ ।
  6. ଯୋଜନା :- ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ଅନୁଦାନ  ।
  7. ଯୋଜନା :- ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ହ ଷ୍ଟେଲ ଓ ସ୍କୁଲ ମାନଙ୍କର ପରିଚାଳନା ଓ ତଦାରଖ  ।