• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମାଜ କଲ୍ୟାଣ ଶ।ଖା ଦ୍ଵାରା ହେଉଥିବା ଜନମଙ୍ଗଳ କାର୍ଯ୍ୟର ତାଲିକା

ଜିଲ୍ଲା ସମାଜ ମଙ୍ଗଳ ଶାଖ। ମହିଳା ଏବଂ ଶିଶୁମାନଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟକରୁଅଛି । ବିଶେଷତଃ ଗର୍ଭବତୀ ପ୍ରସୂତି , ଅନ୍ୟାନ୍ୟ ମହିଳା ଏବଂ 0-6 ବର୍ଷ ପିଲାଙ୍କର ଏବଂ କିଶୋରୀ ବାଳିକାଙ୍କ ଉନ୍ନତି ନିମନ୍ତେ ଉକ୍ତ ଶାଖା କାର୍ଯ୍ୟ କରୁଅଛି । ଉକ୍ତ ଶାଖାର ମୁଖ୍ୟ ଲକ୍ଷ ହେଲା ମହିଳା ଏବଂ ଶିଶୁ ମାନଙ୍କୁ ସବୁ କ୍ଷେତ୍ରରେ ସେବା ଯୋଗାଇବା, ପିଲାମାନଙ୍କ ଭୌତିକ ଓ ମାନସିକ ସ୍ତରରେ ଉନ୍ନତି କରିବା । ସମସ୍ତ ସେବା ବ୍ଲକସ୍ତରରେ ଥିବା ସମନ୍ୱୀତ ଶିଶୁବିକାଶ ସେବା କାର୍ଯ୍ୟ।ଳୟ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଅଛି । ମୁଖ୍ୟତ 6 ଗୋଟି ସେବା ଯୋଗାଇଦିଆଯାଇଅଛି ।

  1. ପରିପୂରକ ପୃଷ୍ଟି ଯୋଜନା
  2. ଟିକ।କରଣ
  3. ସ୍ୱାସ୍ଥ୍ୟ ପରୀକ୍ଷା
  4. ଗ୍ରାମ ସ୍ୱାସ୍ଥ୍ୟ ଓ ପୃଷ୍ଟି ଶିକ୍ଷା
  5. ପରାମର୍ଶ ସେବା
  6. ପ୍ର।କବିଦ୍ୟାଳୟ ଶିକ୍ଷା

ଏତଦବ୍ୟତିତ ଅନ୍ୟ କେତେକ ଯୋଜନା କାର୍ଯ୍ୟକାରୀ କରାଯାଇଅଛି ।

  1. ମମତା
  2. ମହିଳ। ସ୍ଵୟଂ ସହାୟକ ଗୋଷ୍ଠୀ (ମିଶନ ଶକ୍ତି)
  3. ନିରାଶ୍ରୟ ମହିଳାଙ୍କ ନିମନ୍ତେ ସ୍ଵଧାର ଗୃହ ଓ ଉଜ୍ଵଳା ଗୃହ
  4. ବାଲ୍ୟବିବାହ ରୋକାଯିବା
  5. କିଶୋରୀ ବାଳିକା
  6. ପାରିବାରିକ ହିଂସା
  7. କର୍ମଯିବି ମହିଳାଙ୍କ ଉପରେ କର୍ମ କ୍ଷେତ୍ରରେ ହେଉଥିବା ଶାରୀରିକ ଓ ମାନସିକ ନିର୍ଯ୍ୟ।ତନ। ।