• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ

ଛୋଟ ଗାଁଟିଏ, ଯାହାର ନାମ ଯମ-ଧର୍ମ, ଯାହାକି କୋଣାର୍କ ଠାରୁ ୮ କି.ମି ଦୂରତାରେ ଅବସ୍ଥିତ । ଏହି ଗ୍ରାମରୁ ଏକ ପ୍ରମାଣ ମିଳେ ଯେ ଏକ ଆଶ୍ଚର୍ଯ୍ୟ ଜନକ କଥା । ଏବେ ମଧ୍ୟ ଏହି ସ୍ଥାନରେ ଭଗବାନ ବୁଦ୍ଧ ବସିଛନ୍ତି । ଏକ ଭୂମିସ୍ପର୍ଶ ମୁଦ୍ରାରେ ଏବଂ ତାଙ୍କ ସହିତ ବୃଦ୍ଧାଦୈତ୍ୟ ରହିଛନ୍ତି । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସର ଅନେକ କଥା ଦେଖିବାକୁ ମିଳେ ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 68 କି ମି

ସଡ଼କ ପଥରେ
ସଡକ ପଥରେ ଭୁବନେଶ୍ବର 68 କି ମି , ପୁରୀ 43 କି ମି

ରେଳଗାଡ଼ିରେ
ପୁରୀ ରେଳ ସ୍ଟେଶନ 43 କି ମି

ଦେଖନ୍ତୁ , ଦେଖନ୍ତୁ , ଦେଖନ୍ତୁ