ଭାରତର ଓଡିଶାରେ ନିର୍ମିତ କୋଣାର୍କ ସୂର୍ୟ ମନ୍ଦିର ୧୩ ଶହ ଶପ୍ତାଦ୍ଧିରେ ନିର୍ମିତ । ଏହା ପ୍ରାଚୀ ନଦୀ ଓ ବଙ୍ଗୋପ ସାଗର ସଂଗମ ସ୍ତଳରେ ପ୍ରାୟ ୧୨୫୦ ଖ୍ରୀଷ୍ଟ।ଦ୍ଦରେ ଲାଙ୍ଗୁଳା ନରସିଂହ ଦେବଙ୍କଦ୍ଵାରା ନିର୍ମିତ ହୋଇ ଥିଲା । ଏକ ବିଶାଳ ଆକୃତିର ଏହି ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଓ କଳା ଶୈଳୀରେ କରଯାଇଥିଲା । ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଓ ମୁଖଶାଳା ୧୨୮ ଫୁଟ ଓ ୧୩ ଫୁଟ ଉଚ ଚଟାଣ ଉପରେ ବିମାନ ଓ ଜଗମୋହନ ନିର୍ମାଣ କରାଯାଇଥିଲା । ୯’.୯” ରେ ୨୪ ଟି ଚକ ଏବଂ ୭ ଗୋଟି ଘୋଡା ଖଞ୍ଜା ଯାଇଥିଲା । ମୁଖ୍ୟ ମନ୍ଦିରଟି ୨୦୦ ଫୁଟ ଉଚ, ଭାରତର ସବୁଠାରୁ ଉଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରାଯାଇଅଛି ।
ବିମାନ ମାର୍ଗରେ
Nearest Airବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 60 କି ମିport is Biju Pattnaik International Air Port at Bhubaneswar 60 Km.
ସଡ଼କ ପଥରେ
ସଡକ ପଥରେ ଭୁବନେଶ୍ବର 60 କି ମି , ପୁରୀ 35 କି ମି
ରେଳଗାଡ଼ିରେ
ପୁରୀ ରେଳ ସ୍ଟେଶନ 35 କି ମି