• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

“ମରାଳ ମାଳିନୀ ନୀଳାମ୍ବୁ”  ଚିଲିକା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ବ୍ରୁହତମ ଅର୍ଦ୍ଧଲୁଣି ହ୍ରଦ ।   ସାତପଡା, ଅଞ୍ଚଳଟି ଚିଲିକା ଉପକୂଳରେ ଅବସ୍ଥିତ ଓ ଏହା ପୁରୀ ସହର ଠାରୁ ୪୮ କିଲୋମିଟର ଦୂରତାରେ ଅବସ୍ଥିତ । ଏହା ରାଜଧାନୀ ଭୁବେନେଶ୍ଵର ଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ଅବସ୍ଥିତ । ଜାତୀୟ ରାଜପଥ ୨୦୩ (କ) ପୁରୀ ଠାରୁ ସାତପଡା କୁ ସଂଯୋଗ କରୁଅଛି । ଚିଲିକା ତାର ଜୈବ୍ୟ  ବିଭିର୍ନତା  ହେତୁ ପ୍ରାଧାନ୍ୟ ଲାଭ କରିଛି । ଚିଲିକା ହ୍ରଦ ବେଦେଶାଗତ ଓ ସ୍ଥାନୀୟ ପକ୍ଷୀମାନଙ୍କର, ଶୀତରୁତୁରେ ଏକ ସମାରୋହସ୍ଥଳୀ । ଏକ ପରିସଙ୍ଖ୍ୟନରୁ ଜଣାଯାଏ ଯେ, ବିଶ୍ଵରେ ଏହି ପ୍ରକାରର ଡଲଫିନ ଏକ ହଜାରରୁ କମ ଥିବାବେଳେ, କେବଳ ଚିଲିକା ହ୍ରଦରେ ୧୪୪ ଟି ଏରାୱ୍ୱାଡି ଡଲଫିନ ଅଛନ୍ତି । ସାତପଡାର ମୁଖ୍ୟ ଆକର୍ଷଣ ହେଉଛି, ନୌବିହାର, ଏରାୱ୍ୱାଡି ଡଲଫିନ ଓ ବିଭିର୍ନ ଜାତିର ପାଖିମାନଙ୍କର ସମାଗମ ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର ୧୧0 କି ମି

ସଡ଼କ ପଥରେ
ସଡକ ପଥରେ ଭୁବନେଶ୍ବର ୧୧0 କି ମି , ପୁରୀ ୫୦ କି ମି

ରେଳଗାଡ଼ିରେ
ପୁରୀ ରେଳ ସ୍ଟେଶନ ୫୦ କି ମି

ଚିଲିକା ଡଙ୍ଗା , ଚିଲିକା ଡଲଫିନ , ମା କାଳିଜାଇ ମନ୍ଦିର , ଭ୍ରମଣଶୀଳ ପକ୍ଷୀ