• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ପୁରୀ ଜିଲ୍ଳା – ପ୍ରମୁଖ ସୂଚନା

  1. ଭୌଗଳିକ ଅଞ୍ଚଳ – ୩୦୭୯ ବର୍ଗ କି.ମି
  2. ସର୍ବମୋଟ ଜନସଖ୍ୟ (୨୦୧୧)- ୧୬,୯୮,୭୩୦
  3. ସର୍ବମୋଟ ବ୍ଲକ – ୧୧
  4. ସାର୍ବମୋଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର-୪
  5. ସାର୍ବମୋଟ ଗ୍ରାମ ପଞ୍ଚାଯତ – ୨୬୮
  6. ସାର୍ବମୋଟ ଗ୍ରାମ – ୧୭୨୨
  7. ତହସିଲ – ୧୧
  8. ଆୟୁର୍ବେଦ ମହାବିଦ୍ୟାଳୟ – ୧
  9. ଆୟୁର୍ବେଦ ଡ଼ିସପେନସରୀ – ୭
  10. ହୋମିଓପାଥି ଡ଼ିସପେନସରୀ-୯
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟା (ବ୍ଲକ ଅନୁସାରେ):
କ୍ରମିକ ନଂ.ବ୍ଲକଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରପ୍ରାଥମିକ/ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରଅନ୍ୟ ଚିକିତ୍ସାଳୟଉପକେଦ୍ରସର୍ବମୋଟ 
ଅସ୍ତରଙ୍ଗ ୧୪୧୭ 
ବ୍ରହ୍ମଗିରି ୨୦୨୪ 
ଡେଲାଙ୍ଗ ୨୨୨୮ 
ଗୋପ ୨୯୩୮ 
କାକଟପୁର୧୮୨୩ 
କଣାସ ୨୩୨୯ 
କୃଷ୍ଣପ୍ରସାଦ ୧୩୧୮ 
ନିମାପଡା୩୪୪୦ 
ପିପିଲି ୨୫୩୧ 
୧୦ସଦର୨୪୨୯ 
୧୧ସତ୍ୟବାଦୀ ୧୯୨୪ 
୧୨ପୁରୀ ସହରାଞ୍ଚଳ 
ସର୍ବୋମୋଟ ୧୬୪୫୨୪୧୩୦୬

                                                                                                                 

ପ୍ରମୁଖ ସ୍ୱାସ୍ଥ୍ୟ ପରିସଙ୍ଖ୍ୟାନ ( ସୂତ୍ର : ବାର୍ଷିକ ସ୍ଵାସ୍ଥ୍ୟ ସର୍ଭେ ୧୨-୧୩)

  1. ଶିଶୁ ମୃତ୍ୟୁ ହାର -୭୫
  2. ମାତୃ ମୃତ୍ୟୁ ହାର (କେନ୍ଦ୍ରାଞ୍ଚଳ) -୨୧୮
  3. ଜନ୍ମହାର -୧୭.୫
  4. ନବଜାତ ମୃତ୍ୟୁହାର -୪୨
  5. ୫ ବର୍ଷ ରୁ କମ ମୃତ୍ୟୁହାର – ୧୦୮
  6. ପୁରୁଷ ମହିଳା ଅନୁପାତ (ଜନ୍ମ ସମୟ) -୯୦୬
  7. ପୁରୁଷ ମହିଳା ଅନୁପାତ (ସବୁ ବୟସ) -୯୬୬

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଚଳନ୍ତି କାର୍ଯ୍ୟକ୍ରମ

  1. ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟ
  2. ଟୀକାକରଣ
  3. ସମନ୍ଵିତ ରୋଗ ନିରୀକ୍ଷଣ
  4. ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ
  5. ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  6. ଅନ୍ଧତ୍ଵ ତୁରୀକରଣ କାର୍ଯ୍ୟକ୍ରମ
  7. ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  8. କର୍କଟ, ମଧୁମେହ ଓ ହୃଦରୋଗ ପ୍ରତିଷେଧକ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  9. କୁଷ୍ଠ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  10. ମାନସିକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  11. ରାଷ୍ଟ୍ରୀୟ ସ୍ବାସ୍ଥ୍ୟବିମା ଯୋଜନା
  12. ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିୟାନ
  13. ଜାତୀୟ କୃମି ନାଶକ ଦିବସ
  14. ଜାପାନୀ ଜ୍ଵର, ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯକ୍ରମ
  15. ପଲ୍ସ ପୋଲିଓ କାର୍ଯକ୍ରମ

ରାଜ୍ୟ ସରକାରଙ୍କ କାର୍ଯକ୍ରମ

  1. ସମ୍ପୂର୍ଣା
  2. ନିରାମୟ
  3. ନିଦାନ
  4. ସହାୟ
  5. ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି
  6. ବିଜୁ କୃଷକ କଲ୍ୟାଣ ଯୋଜନା
  7. ଜୈବ ବର୍ଜ୍ୟବସ୍ତୁ ପରିଚାଳନା
  8. ଖୁସି
  9. ସହର ମୁଖ୍ୟ ଚିକିତ୍ସାଳୟରେ କେମୋ ଚିକିତ୍ସା
  10. ନିର୍ମଳ
  11. ସୁନେତ୍ର
  12. ମହାପ୍ରଣାୟ
  13. ଆମ କ୍ଲିନିକ (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ସେବା)

ପ୍ରମୁଖ ଟୀକାକରଣ କାର୍ଯ୍ୟକ୍ରମ ଓ ନୂତନ ଟୀକା ପ୍ରଚଳନ ୨୦୧୭-୧୮

  1. ଜାପାନୀ ଜ୍ଵର- ୨୭.୧୧.୨୦୧୭ ରୁ ୩୧.୧୨.୨୦୧୭ (୭୩%)
  2. ମିଲିମିଳା ରୁବେଲା -୨୯.୦୧.୨୦୧୮ ରୁ୦୬-୦୪-୨୦୧୮ (୯୯%)
  3. ପଲ୍ସ ପୋଲିଓ କର୍ୟକ୍ରମ -୦୨.୦୪.୨୦୧୮ ରୁ ୦୪.୦୪.୨୦୧୮ (୧୦୦.୪୭%)

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ,ପୁରୀ

ପୁରୀ ସହରରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ, ପୁରୀସହରରେ ୪ ଗୋଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ, ବହିର୍ବିଭାଗ ସ୍ୱାସ୍ଥ୍ୟ ସେବା ସହିତ ବିଶେଷଜ୍ଞ ମାନଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ସହରାଞ୍ଚଳର ସମସ୍ତ ୱାର୍ଡ ରେ ମହିଳା ସ୍ଵାସ୍ଥ୍ୟ କର୍ମୀ ଏବଂ ଆଶାକର୍ମୀ ଙ୍କ ଦ୍ଵାରା ଟୀକାକରଣ ଦିବସ ଏବଂ ସହରାଞ୍ଚଳ ମମତା ଦିବସ, ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେଉଛି । ସହରାଞ୍ଚଳ ରେ ଥିବା ବସ୍ତିମାନଙ୍କରେ ମହିଳା ଆରୋଗ୍ୟ ସମିତି ଗଠନ କରାଯାଇ, ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି।

ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା

ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ସମ୍ବନ୍ଧୀୟ ଗାଇଡ ଲାଇନ (ପି.ଡ଼ି.ଏଫ 215 KB) 
 

ପୁରୀ ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ଓ କର୍ଜୟକ୍ଷମ ଥିବା ଅଲ୍ଟ୍ରା ସାଉଣ୍ଡ କେନ୍ଦ୍ର କୁଡିକର ତାଲିକା:

  1. List of functional and Registered Ultrasound units in Puri District (39.81 KB)
  2. Biju Swasthya Kalyan Yojana (215.12 KB)