• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

କାକଟପୁର ପ୍ରାଚୀ ନଦୀ କୂଳରେ ଅବସ୍ଥିତି। ମା ମଙ୍ଗଳାଙ୍କ ଅବସ୍ଥିତି ଯୋଗୁ ଏହା ପ୍ରସିଦ୍ଧିଲାଭ କରିଛି । ମା ମଙ୍ଗଳା ବିଭିନ୍ନ ପାର୍ଶ୍ଵ ଦେବୀଦେବତାଙ୍କ ପରିବେଷ୍ଟିତ ଅଟନ୍ତି । ମା ମଙ୍ଗଳା ଶ୍ରୀ ଜଗନ୍ନାଥଙ୍କର ନବକଳେବର ସହିତ ଜଡିତ ଅଟନ୍ତି । ଏକ ବିଶ୍ୱାସ ରହିଆସିଛି ଯେ ମା ଶ୍ରୀ ଜଗନ୍ନାଥଙ୍କର ଦାରୁ ସମ୍ପର୍କରେ ସୂଚନା ଦେଇଥାନ୍ତି । ଝାମୁଯାତ୍ରା ଏକ ପ୍ରସିଦ୍ଧ ପର୍ବରୂପେ ମା ମଙ୍ଗଳାଙ୍କ ନିକଟରେ ଅନୁଷ୍ଠିତ ହୁଏ । ଏହି ପର୍ବରେ ବହୁସଂଖ୍ୟାରେ ଦର୍ଶକ କାକଟପୁରରେ ମିଳିତ ହୋଇ ଝାମୁଯାତ୍ରା କାର୍ଯ୍ୟ ପରିଦର୍ଶନ କରନ୍ତି ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 71 କି ମି

ସଡ଼କ ପଥରେ
ସଡକ ପଥରେ ପୁରୀ 58 କି ମି ସଡକ ପଥରେ ଭୁବନେଶ୍ବର 71କି ମି

ରେଳଗାଡ଼ିରେ
ପୁରୀ ରେଳ ସ୍ଟେଶନ 58 କି ମି